ରାଜଧାନୀରେ କରୋନା ସ୍ଥିତି ସଂଗିନ: ଖଣ୍ଡଗିରି ବିପଦପୂର୍ଣ୍ଣ,ସାଲିଆସାହି ସୁରକ୍ଷିତ

ଭୁବନେଶ୍ବର: ରାଜଧାନୀରେ କରୋନା ସ୍ଥିତି କ୍ରମଶଃ ସଂଗିନ ହେଉଛି। ମଙ୍ଗଳବାର ରାତି ୧୦ଟା ସୁଦ୍ଧା ୩୪,୧୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୭୩ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏହି ତଥ୍ୟ ଦେଉଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌)। ବିଏସ୍‌ସିଏଲ୍‌ ସୂଚନା ଅନୁଯାୟୀ, ଏବେ ୱାର୍ଡ-୨୩ ରାଜଧାନୀର ସବୁଠୁ ବିପଦପୂର୍ଣ୍ଣ ଅଞ୍ଚଳ ପାଲଟିଛି। ଶ୍ୟାମପୁର ଗାଁ, କଳିଙ୍ଗନଗର ଅଞ୍ଚଳ, ସମ୍‌ ହସ୍ପିଟାଲ ଅଞ୍ଚଳ, କଳିଙ୍ଗ ଷ୍ଟୁଡିଓ ଅଞ୍ଚଳ ଖଣ୍ଡଗିରିବାରି ବସ୍ତି, ଆମ୍ରି … Continue reading ରାଜଧାନୀରେ କରୋନା ସ୍ଥିତି ସଂଗିନ: ଖଣ୍ଡଗିରି ବିପଦପୂର୍ଣ୍ଣ,ସାଲିଆସାହି ସୁରକ୍ଷିତ